ଚେତନ ଚୌହାନ ଭାରତ ତରଫରୁ 1969 ମସିହାରେ ଡେବ୍ୟୁ କରିଥିଲେ. 1969 ମସିହାରୁ 1981 ମସିହା ମଧ୍ୟରେ ସେ 40 ଟି ଟେଷ୍ଟ ମ୍ୟାଚ ଏବଂ 7 ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମିନିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି ।