ଏସିଆନ କଣ୍ଟିନେଟରେ ବିଶେଷ ଭାବେ ବୋଲର ମାନେ ସର୍ଟ ବଲର ପ୍ରୟୋଗ କରିନଥାନ୍ତି । ମାତ୍ର ବିଦେଶରେ ସଫଳ ହେବାକୁ ହେଲେ ସର୍ଟ ବଲକୁ ଖେଳିପାରୁଥିବା ନିହାତି ଦରକାର ବୋଲି ଇଞ୍ଜାମାମ କହିଛନ୍ତି । 1992 ମସିହାରୁ ଖେଳ ଆରମ୍ଭ କରି ଇଞ୍ଜାମାମ 2007 ଯାଏ କ୍ରିକେଟ ଖେଳିଥିଲେ. କ୍ରିକେଟର ସମସ୍ତ ଫର୍ମାଟରୁ ସେ 20 ହଜାରରୁ ଉର୍ଦ୍ଧ ସ୍କୋର କରିଛନ୍ତି.
ସୁନୀଲ ଗାଭାସ୍କର ମୋତେ ସର୍ଟ ଖେଳିବା ଶିଖାଇଥିଲେ : ଈଂଜ଼ାମାମ

ଅର୍ଗସ ବ୍ୟୁରୋ: ପୂର୍ବତନ ଭାରତୀୟ ଟେଷ୍ଟ ବ୍ୟାଟସମ୍ୟାନ ସୁନୀଲ ଗାଭାସ୍କରଙ୍କ ଠାରୁ ସର୍ଟ ବଲକୁ ଖେଳିବାର ଶୈଳୀ ଶିଖିଥିଲେ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ । ଭାରତର ଏକ ଘରୋଇ ଖବରକାଗଜକୁ ନିଜର ସାକ୍ଷାତକାରରେ କହିଛନ୍ତି ଏହି ପାକିସ୍ତାନୀ ଭେଟେରାନ । ତାଙ୍କ ମତରେ କ୍ୟାରିୟରର ଆରମ୍ଭ ସମୟରୁ ସେ ସର୍ଟ ବଲ ଖେଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସୁନୀଲ ଗାଭାସ୍କର ଠାରୁ ଉପଦେଶ ପାଇବା ପରେ ତାଙ୍କ ଖେଳରେ ଉନ୍ନତି ଆସିଲା ବୋଲି ଇଂଜି ମତ ଦେଇଛନ୍ତି ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
