ଓପନର ଡୋମିନିକ ଶିଵଲେ ଜଲଦି ଆଉଟ ହୋଇଥିଲେ । ପ୍ରଥମ ଦିନର ଶେଷ ସୁଦ୍ଧା 17.4 ଓଭରରୁ 1ଟି ୱିକେଟ ହରାଇ 35 ରନ କରିଛି । ଇଂଲଣ୍ଡ ପକ୍ଷରୁ ରୋରୀ ବର୍ଣସ 20 ଏବଂ ଜୋଏ ଡେନେଲି 14 ରନ କରି ଅପରାଜିତ ଅଛନ୍ତି । ୱେଷ୍ଟ ଇଣ୍ଡିଜ ପକ୍ଷରୁ ସାନନ ଗାବ୍ରିଏଲ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଆଇସିସି ପକ୍ଷରୁ କୋରୋନା ପାଇଁ ଜାରି ହୋଇଥିବା ନିୟମ ସବୁ ପାଳନ କରି ଏହି ମ୍ୟାଚ ଖେଳାଯାଉଛି ଏବଂ ଏହି ମ୍ୟାଚ ପଡିଆରେ ଦେଖିବାକୁ ଦର୍ଶକ ମାନଙ୍କୁ ବାରଣ କରାଯାଇଛି ।
କରୋନା କାଳରେ ପଡ଼ିଆକୁ ଫେରିଲା କ୍ରିକେଟ, 117 ଦିନ ପରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ

ଅର୍ଗସ ବ୍ୟୁରୋ : କରୋନା ମହାମାରୀ ପାଇଁ କିଛି ଦିନ ବନ୍ଦ ଥିବା କ୍ରିକେଟ ପୁଣି ଥରେ ଫେରିଛି । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିଛି । ବାରମ୍ବାର ବର୍ଷା ଏବଂ ଖରାପ ଆଲୋକ ଯୋଗୁଁ ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମାତ୍ର 17.4 ଓଭର ଖେଳ ସମ୍ଭବ ହୋଇଛି । ଏହି ମ୍ୟାଚରେ ଟସ ଜିତି ଘରୋଇ ଦଳ ଇଂଲଣ୍ଡ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା ।
ବନ୍ଧୁକ ମୁନରେ ଲୁଟ

ଅର୍ଗସ ବ୍ୟୁରୋ: ବନ୍ଧବାହାଲ ସବ ଷ୍ଟେସନରେ ବନ୍ଧୁକ ମୁନରେ ଲୁଟ। ଲୁଟିନେଲେ ଟ୍ରାନ୍ସଫର୍ମରରେ ବ୍ୟବହାର ହେଉଥିବା ତମ୍ବା ତାର । ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ସବ ଷ୍ଟେସନରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଳମ୍ଵିତ ରାତି ୧୨:୩୦ରେ ଆଠରୁ ଦଶ ଜଣ ମୁଖା ପିନ୍ଧି ଥିବା ଦୁର୍ବୁତ୍ତ ସବ ଷ୍ଟେସନରେ ରାତି ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ଅଫିସ ରୁମରେ ବନ୍ଧୁକ
Download Argus News App
