ଗତକାଲି ପାଳନ ହୋଇଛି ରାଉଲକେଲାର ଜନ୍ମଦିବସ
ଅର୍ଗସ ବ୍ୟୁରୋ: ରାଜସ୍ଥାନ ରୟାଲସ୍ ଟସ୍ ଜିତି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ମ୍ୟାଚ ସନ୍ଧ୍ୟା ସାଢ଼େ 7.30ରେ ଶାରଜାରେ ଖେଳାଯିବ। ରାଜସ୍ଥାନ ରୟଲାସ ଷ୍ଟିଭ୍ ସ୍ମିଥ୍, ସଞ୍ଜୁ ସାମସନଙ୍କ ଉପରେ ନିର୍ଭର କରିବା ବେଳେ ଦିଲ୍ଲୀ ଶ୍ରେୟାସ ଆୟାର ଓ ପୃଥ୍ୱୀ ସହ ଉପରେ ନିର୍ଭର କରିବ। ଦୁଇ ଦଳ ଏହି ମ୍ୟାଚ ଜିତି ଦୁଇ ପଏଣ୍ଟ ହାସଲ କରିବାକୁ ଚେଷ୍ଠା କରିବେ।