ସିଜିନ ଅଧାରୁ ଚେନ୍ନାଇର କମାଣ୍ଡ ଧୋନୀଙ୍କ ହାତରେ

ଅର୍ଗସ ବ୍ୟୁରୋ : ପୁଣି ଧୋନୀ ହେଲେ ସିଏସକେର କ୍ୟାପଟେନ। ଆଇପିଏଲ ସିଜିନ ଅଧାରୁ ଚେନ୍ନାଇ ଏହି ନିଷ୍ପତ୍ତି ନେଇଛି। ଚେନ୍ନାଇ ଚଳିତ ଆଇପିଏଲରେ ଏତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ଟିମରେ ରାଇନା ବି ନାହନ୍ତି। ଯାହା ଦ୍ଵାରା ଟିମ ଅସନ୍ତୁଳିତ ହୋଇଯାଇଛି। ଦଳ ମାତ୍ର ଦୁଇଟି ମ୍ୟାଚରେ ବିଜୟ ହୋଇଛି। ସେଥିପାଇଁ ଟିମ୍ ପୁଣି ଥରେ ଧୋନୀଙ୍କୁ କ୍ୟାପଟେନ କରିଛି।
ଆହୁରି ଅଧିକ ଖେଳ ଖବର ପଢନ୍ତୁ...
ନଦୀ ପହଁରି ପାର୍ ହେଉଥିଲେ, ଭାସିଗଲେ

ପୁରୀ: ପୁରୀ ସଦର ବ୍ଲକ ରତ୍ନଚିରା ନଦୀରେ ଭାସିଗଲେ ବୃଦ୍ଧ । ନଦୀ ପାର ବେଳେ ଭାସିଗଲେ ଖଣ୍ଡିଘର ଗ୍ରାମର ଭିମସେନ ସ୍ୱାଇଁ । ଗଉଡିକେରା ଗ୍ରାମରୁ କୋରଙ୍ଗା ଗ୍ରାମକୁ ରତ୍ନଚିରା ନଦୀରେ ପହଁରି ପାରି ହେଉଥିଲେ ବୃଦ୍ଧ । ନଦୀରେ ଭାସିଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛ
Download Argus News App
