2 great teams mi nd csk,204 matches,14 seasons,11 playoffs,8 finals,5 trophies.hopefully 6th tonight. It’s been quite a journey.I have decided that tonight’s final is going to be my last game in the Ipl.i truly hav enjoyed playing this great tournament.Thank u all. No u turn 😂🙏 — ATR (@RayuduAmbati) May 28, 2023
ଦୁଇବର୍ଷ ତଳେ ସେ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ସେ ପରବର୍ତ୍ତୀ ସମୟରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। ହାଇଦ୍ରାବାଦର ଏହି ଖେଳାଳି ଏଥର କିନ୍ତୁ ତାଙ୍କ ନିଷ୍ପତ୍ତିରେ ଆଉ ପରିବର୍ତ୍ତନ କରିବେ ନାହିଁ।
ଏଥର ସେ ୧୫ଟି ମ୍ୟାଚରେ ୧୩୯ ରନ ସଂଗ୍ରହ କରିଛନ୍ତି। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ଦୁଇଟି ପ୍ରମୁଖ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ସିଏସକେ ଦଳ ପାଇଁ ଖେଳିଛନ୍ତି। ଟୁର୍ନାମେଣ୍ଟର ୧୪ଟି ସିଜନରେ ସେ ୧୧ ପ୍ଲେ ଅଫ ଓ ୮ ଫାଇନାଲ ଖେଳିଛନ୍ତି। ୫ଥର ଟ୍ରଫି ଜିତିଛନ୍ତି। ଆଇପିଏଲକୁ ସେ ଭଲଭାବେ ଉପଭୋଗ କରିଥିବା କହିଛନ୍ତି।
ଅଧିକ ପଢ଼ନ୍ତୁ ଖେଳ ଖବର