ସାରା ରାଜ୍ୟରେ ବର୍ଷା ବିତ୍ପାତ
୧୯ ବର୍ଷରୁ କମ କ୍ରିକେଟ ଏସିଆ କପ; ଆଜି ଦୁଇଟି ସେମିଫାଇନାଲ

ଅର୍ଗସ୍ ବ୍ୟୁରୋ : ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୧ରେ ଆଜି ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବନାମ ପାକିସ୍ତାନ ହେବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚରେ ବାଲାଂଦେଶକୁ ଭେଟିବ ଭାରତ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଡିସେମ୍ବର ୩୧ ତାରିଖରେ ଖେଳାଯିବ।
ଓଡ଼ିଶା ପାଇଁ ଆସିଛି ଆଚ୍ଛେଦିନ

ଅର୍ଗସ ବ୍ୟୁରୋ : ରାଜ୍ୟ ପାଇଁ ବର୍ତ୍ତମାନ ଅଚ୍ଛେ ଦିନ । କାହିଁକି ନା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଏବେ ଅଧିସିକ୍ତ ହୋଇଛନ୍ତି ଜଣେ ଓଡ଼ିଆ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରେଳମନ୍ତ୍ରୀ, ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଓଡ଼ିଶାରୁ । ଏପରିକି ଆରବିଆଇ ଗଭର୍ଣ୍ଣର ଜଣେ ଓଡ଼ିଆ । ତେଣୁ ଓଡ଼ିଶା ପାଇଁ ଅଚ୍ଛେଦିନ ଆସି ସାରିଛି । କଟକର
Download Argus News App
