ଅଷ୍ଟ୍ରେଲିଆ କ୍ୟାପଟେନ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଅଷ୍ଟ୍ରେଲିଆର ପଲା ଭାରତ ପାଇଁ ଭାରି ରହିଛି। ପ୍ରଥମେ ବ୍ୟାଟିଂ ଭାରତୀୟ ଦଳ ୨୬ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ୧୧ ଓଭରରେ ୧୨୧ ରନ କରି ମ୍ୟାଚ ଜିତିଯାଇଥିଲା।
ଅଧିକ ଖେଳ ଖବର ପଢ଼ନ୍ତୁ