ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ ଫରହାଟଙ୍କ ଉପରେ ନଜର ରଖିଛନ୍ତି। କରୋନା ମହାମାରୀ ପାଇଁ ଗତ ବର୍ଷ ଆଇପିଏଲ ମେ’ ୪ରେ ସସପେଣ୍ଡ ହୋଇଥିଲା।
ଏହି ସମୟରେ ହାଇଦ୍ରାବାଦର ରିଦ୍ଧିମାନ ଶାହା, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ବାକି ଥିବା ଲିଗ ମ୍ୟାଚକୁ ୟୁଏଇରେ ଖେଳାଯାଇଥିଲା ।
ଆହୁରି ଅଧିକ ଖେଳ ଖବର ପଢନ୍ତୁ …