ଆମି ଏକଟା କୋବ୍ରା...
ଅର୍ଗସ ବ୍ୟୁରୋ: କ୍ରିକେଟର ସମସ୍ତ ଫର୍ମାଟରୁ ଓଡିଆ ଅଲରାଉଣ୍ଡର ଦୀପକ ବେହେରା ଅଲବିଦା ନେଇଛନ୍ତି। ନିଜର କ୍ୟାରିୟର ଭିତରେ ସେ 45ଟି ପ୍ରଥମଶ୍ରେଣୀ କ୍ରିକେଟରୁ 102ଟି ଉଇକେଟ, 47ଟି ଲିଷ୍ଟ-ଏ ମ୍ୟାଚରୁ 51ଟି ଉଇକେଟ ଏବଂ 39 ଟି ଟି-ଟ୍ୱେଣ୍ଟି ମ୍ୟାଚରୁ 38 ଟି ଉଇକେଟ ହାସଲ କରିଛନ୍ତି।
ଦୀପକ ଅବସର ଘୋଷଣା ପରେ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ତାଙ୍କୁ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଦିଆଯାଇଛି।