ଖୁବଶ୍ରୀଘ୍ର ଏହି ଗୁରୁ ଦାୟିତ୍ୱ ବହନ କରିବାକୁ ଦୀପିକା କତାର ଯାତ୍ରା କରିବେ । ବିଶ୍ୱ ଫୁଟବଲର ସବୁଠାରୁ ବୃହତ ଇଭେଣ୍ଟରରେ ଦୀପିକା ପ୍ରଥମ ଭାରତୀୟ ତଥା ବିଶ୍ୱର ପ୍ରଥମ ଅଭିନେତ୍ରୀ ଭାବେ ଲୁସେର ଆଇକନିକ ଷ୍ଟାଡିୟମରେ ଟ୍ରଫି ଅନାବରଣ କରିବେ । ଯାହା ଭାରତ ପାଇଁ ଗର୍ବର ବିଷୟ ।
ଫିଫା ବିଶ୍ୱକପରେ ଟ୍ରଫି ଅନାବରଣ କରିବେ ଦୀପିକା

ଅର୍ଗସ ବ୍ୟୁରୋ: ଫିପା ବିଶ୍ୱକପ୍ ରେ 22ତମ ସଂସ୍କରଣ କତାରରେ ସଫଳତାର ସହ ଚାଲୁ ରହିଛି । 18 ତାରିଖ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ରେ ବିଶ୍ୱକପ୍ ଟ୍ରଫି ଅନାବରଣ ପାଇଁ ଜଣେ ତାରକା ବଲିଉଡ ଅଭିନେତ୍ରୀଙ୍କୁ କତାରା ଅନୁବନ୍ଧିତ କରିଛି । ଏହି ବଲିଉଡ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ୍ ।
Download Argus News App
