ରାଜସ୍ଥାନ ରୟଲାସ ଷ୍ଟିଭ୍ ସ୍ମିଥ୍, ସଞ୍ଜୁ ସାମସନ ଙ୍କ ଉପରେ ନିର୍ଭର କରିବା ବେଳେ ଦିଲ୍ଲୀ ରାବଡା ଓ ଅଶ୍ଵିନୀ ସହ ଉପରେ ନିର୍ଭର କରିବ। ଦୁଇ ଦଳ ଏହି ମ୍ୟାଚ ଜିତି ଦୁଇ ପଏଣ୍ଟ ହାସଲ କରିବାକୁ ଚେଷ୍ଠା କରିବେ।
ରାଜସ୍ଥାନ ସମ୍ମୁଖରେ 185 ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ
ପଟିଦାରଙ୍କ ଦମଦାର ଶତକ; ଲକ୍ଷ୍ନୋ ଆଗରେ ୨୦୮ ରନର ଟାର୍ଗେଟ
ଅର୍ଗସ ବ୍ୟୁରୋ : ରଜତ ପଟିଦାରଙ୍କ ଦମଦାର ଶତକ। ଲକ୍ଷ୍ନୋ ଆଗରେ ୨୦୮ର ବିଜୟଲକ୍ଷ୍ୟ ରଖିଲା ବାଙ୍ଗାଲୋର। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୦୭ ରନ କରିବାକୁ ସକ୍ଷମ ହୋଇଛି। ପଟିଦାର ୫୪ ବଲରୁ ଅପରାଜିତ ୧୧୨ ରନ କରିପାରିଛନ୍ତି। ସେହିପରି ଦୀନେଶ କାର୍ତ୍ତିକ ୩୭ ରନ କରିପାରିଛନ୍ତି।
ବିରାଟ କୋହଲି ୨୪ଟି ବଲରୁ ମାତ୍ର ୨୫ ରନ କରିବାକୁ ସକ୍ଷ
Download Argus News App
