ଭୁଲ ତଥ୍ୟ ଦେଉଛନ୍ତି ଏସପି
ଅର୍ଗସ ବ୍ୟୁରୋ: ରାଜସ୍ଥାନ ସମ୍ମୁଖରେ ବିଜୟ 185 ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରାରମ୍ଭିକ ବ୍ୟାଟିଙ୍ଗ ବିପର୍ଯ୍ୟୟ ସତ୍ତ୍ଵେ ଦଳ 184 ରନ କରିବାକୁ ସମର୍ଥ ହୋଇଛି। ହେଟମାୟାର ସର୍ବାଧିକ 45 ରନ ସ୍କୋର କରିଛନ୍ତି।
ରାଜସ୍ଥାନ ରୟଲାସ ଷ୍ଟିଭ୍ ସ୍ମିଥ୍, ସଞ୍ଜୁ ସାମସନ ଙ୍କ ଉପରେ ନିର୍ଭର କରିବା ବେଳେ ଦିଲ୍ଲୀ ରାବଡା ଓ ଅଶ୍ଵିନୀ ସହ ଉପରେ ନିର୍ଭର କରିବ। ଦୁଇ ଦଳ ଏହି ମ୍ୟାଚ ଜିତି ଦୁଇ ପଏଣ୍ଟ ହାସଲ କରିବାକୁ ଚେଷ୍ଠା କରିବେ।