ଏମ ଡି ମୌସିମ କୁ ସିଧା ସଳଖ ଫସାଯାଇଛି
ଅର୍ଗସ ବ୍ୟୁରୋ: ଫିଫା ଦ୍ୱାରା କରାଯାଇଥିବା ଆଚରଣ ଵିଧି ଉଲଘଂନ ଅଭିଯୋଗରେ ପାକିସ୍ତାନ ଫୁଟବଲ ଟିମକୁ ଫିଫା ଦ୍ୱାରା ସସପେଣ୍ଡ କରାଯାଇଛି। ସୂଚନା ଅନୁସାରେ, ପାକିସ୍ତାନ ଫୁଟବଲ ଟିମରେ ସର୍ବଦା ଥାର୍ଡ଼ ପାର୍ଟି ସମ୍ପୃକ୍ତି ରହୁଥିଲା ଯାହାକି ଫିଫା ଗାଇଡଲାଇନକୁ ମାନୁନାହିଁ।
ପୂର୍ବରୁ ଏହି ସମ୍ପର୍କରେ ଫିଫା ପକ୍ଷରୁ ପାକିସ୍ତାନ ଫୁଟବଲ ଟିମକୁ ଚେତାବନୀ ମଧ୍ୟ ଦିଆଯାଇଥିଲା। 2017 ମସିହାରେ ଫିଫା 6 ମାସ ପାଇଁ ପାକିସ୍ତାନ ଫୁଟବଲ ଦଳକୁ ବାସନ୍ଦ କରିଥିଲା।