ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୩ ଦଳର ଜୋରସୋରରେ ପ୍ରସ୍ତୁତି
ଆଫଗାନିସ୍ତାନକୁ ୨୨୫ ରନ୍ର ବିଜୟ ଳକ୍ଷ୍ୟ ଦେଲା ଭାରତ

ସାଉଥମ୍ପଟନ ମୈଦାନରେ ଭାରତୀୟ ଟିମ୍ର ପ୍ରଦର୍ଶନ ଖରାପ ରହିଛି । ଆଫଗାନିସ୍ତାନର ସ୍ପିନର୍ସ ଭାରତୀୟ ବ୍ୟାଟ୍ୱମ୍ୟାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଟିମ୍ ଇଣ୍ଡିଆ କେବଳ 224 ରନ୍ରେ ଅଟକି ଯାଇଥିବା ବେଳେ 225 ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଆଫଗାନିସ୍ତାନ ।
କ୍ୟାପ୍ଟେନ ବିରାଟ କୋହଲି ଲଗାତାର ତୃତୀୟ ଅର୍ଦ୍ଧଶତକ କରିଛନ୍ତି । ଆଜିର ମ୍ୟାଚରେ 67 ରନ୍ରେ ବିରାଟ ଅଟକିଥିବା ବେଳେ କେଦାର ଯାଦବ 52 ରନ୍ କରିଛନ୍ତି ।
କେଏଲ ରାହୁଲ 30, ବିଜୟ ଶଙ୍କର 29 ଧୋନି 28 ରନ୍ କରିଛନ୍ତି । ଆଫଗାନିସ୍ତାନର ନବୀ ଏବଂ ନାଇବ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି । ସୁଜୀବ, ଆଲମ ଏବଂ ରଶିଦ ଖାନ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଛନ୍ତି ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
