ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଅର୍ଗସ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ମ୍ୟାଚର ପ୍ରଥମ ଇଂନିସରେ ଭାରତ 48.2 ଓଭରରେ 329 ରନରେ ଅଲଆଉଟ ହୋଇଯାଇଛି। ରିଷଭ ପନ୍ଥ ସର୍ବାଧିକ 78ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାଓ୍ଵନ 67 ଓ ହାର୍ଦ୍ଦିକ ପାଣ୍ଡ୍ୟା 64 ରନ କରିଛନ୍ତି।
ସେହିପରି ଇଂଲଣ୍ଡ ପକ୍ଷରୁ ଉଡଙ୍କୁ ସର୍ବାଧିକ 3ଟି ଉଇକେଟ ମିଳିଥିବା ବେଳେ, ରସିଦଙ୍କୁ ଦୁଇଟି ଉଇକେଟ ମିଳିଛି। ସାମ୍ କୁରାନ୍, ରିସ୍ ଟୋପଲି, ବେନ ଷ୍ଟୋକ୍ସ, ମୋଇନ ଅଲ୍ଲୀ ଓ ଲିଭିଙ୍ଗ ଷ୍ଟୋନଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଛି।