ମାରଣାସ୍ତ୍ରରେ ଆକ୍ରମଣ କରି ତହସିଲ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍....
ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବିଶ୍ୱର ଦ୍ୱିତୀୟ ବଡ ଷ୍ଟାଡିୟମ ତଥା କ୍ରିକେଟ ଷ୍ଟାଡିୟମ ଭିତରେ ସବୁଠାରୁ ବୃହତ ମୋଟେରା ଗ୍ରାଉଣ୍ଡ ପ୍ରସ୍ତୁତ ଅଛି। ଯେଉଁ ମୁହୁର୍ତକୁ କ୍ରିକେଟ ପ୍ରେମୀ ମାନେ ଚାହିଁ ରହିଥିଲେ ସେ ଅପେକ୍ଷା ଶେଷ ହେବାକୁ ଯାଉଛି । କାଲି ଅପରାହ୍ନରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ । ପଡିଆରେ ଉଭୟ ଦଳର ଜୋରଦାର ଅଭ୍ୟାସ ଚାଲିଛି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବବୃହତ ମୋଟେରା ଷ୍ଟାଡିୟମର ଉଦଘାଟନ କରିବେ।
ପଢନ୍ତୁ ମୋଟେରା ଷ୍ଟାଡିୟମ ବିଷୟରେ କିଛି ଜଣା ଆଉ କିଛି ଅଜଣା କଥା :