୩୦୫ ରନର ବିଜୟ ଲକ୍ଷ ନେଇ ଦକ୍ଷିଣ ଆଫ୍ରିକା ୯୪ ରନରେ ୪ଟି ୱିକେଟ ହରାଇଛି। ଭାରତ ପ୍ରଥମ ଇଂନିସରେ ୩୨୭ ରନ କରିଥିବା ବେଳେ ୧୯୭ ରନରେ ଅଲଆଉଟ ହୋଇ ଯାଇଥିଲା ଦକ୍ଷିଣ ଆଫ୍ରିକା। ଏଥିସହ ଭାରତ ୧୩୦ ରନର ଅଗ୍ରଣୀ ହାସଲ କରିଥିଲା।
ତେବେ ଭାରତ ଦ୍ଵିତୀୟ ଇଂନିସରେ ୧୭୪ ରନ କରି ପାଳି ଘୋଷଣା କରିଥିଲା। ମହମ୍ମଦ ସାମି ୪୪ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିବାକୁ ସକ୍ଷମ ହୋଇଥିଲେ।