ପ୍ରଥମ ମ୍ୟାଚରେ ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଦ୍ବିତୀୟ ମ୍ୟାଚ ଫେବୃୟାରୀ ୧୭ ଶୁକ୍ରବାରଠାରୁ ଦିଲ୍ଲୀରେ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ବିରାଟ କୋହଲି ଭଲ ବ୍ୟାଟିଂ କରି ନ ଥିଲେ। ଏବେ ଫ୍ୟାନମାନେ ଆଶା କରୁଛନ୍ତି ଯେ, କୋହଲି ତାଙ୍କ କମାଲ ଦେଖାଇବେ। ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ପାଇଁ ଦଳ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ