OLXରେ ଗାଡି ବିକ୍ରି ନା ରେ ସାଧାରଣ ଜନତାଙ୍କୁ ଠକୁଥିଲେ
ଅର୍ଗସ ବ୍ୟୁରୋ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର- ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୦୩ ରନ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଇଂନିସର ୯୪ ରନକୁ ମିଶାଇ ଏହି ମ୍ୟାଚରେ ୧୯୭ ରନରେ ଅଷ୍ଟ୍ରେଲିଆ ଲିଡ କରିଛି । ଅଷ୍ଟ୍ରେଲିଆ ତରଫରୁ ଏବେ ଷ୍ଟିଭ ସ୍ମିଥ ଏବଂ ମାର୍ନସ ଲବୁସାନେ ଏବେ କ୍ରିଜରେ ଅପରାଜିତ ଅଛନ୍ତି । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୩୩୮ ରନ ସ୍କୋର କରିଥିବା ବେଳେ ଭାରତ ୨୪୪ ରନ କରିଥିଲା । ଏହି ସିରିଜ ୧-୧ ରେ ବରାବର ରହିଛି ।