କିନ୍ତୁ ଏବେ ବି ଭାରତ ଉପରକୁ ବିପଦ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ଚତୁର୍ଥ ଟେଷ୍ଟରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ବାଜିରେ ଲାଗିବ । କାରଣ ଏହି ମ୍ୟାଚରେ ଭାରତ ପରାସ୍ତ ହେଲେ ଅଷ୍ଟ୍ରେଲିଆ ଫାଇନାଲ ଟିକେଟ ହାସଲ କରିନେବ । ଅତିକମରେ ଭାରତ ଏହି ମ୍ୟାଚକୁ ଡ୍ର ରଖିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେବ ।
ଆଜିଠାରୁ ଚତୁର୍ଥ ଟେଷ୍ଟ, ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା
ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ସରକାର ଉପରେ ବର୍ଷିଲା ବିଜେପି

ଅର୍ଗସ ବ୍ୟୁରୋ: ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ସରକାର ଉପରେ ବର୍ଷିଲା ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀ। କହିଲେ ମହାନଦୀକୁ ନେଇ ବିଜେଡି ନାଟକ କରୁଥିଲା, ମାଠିଆ ଯାତ୍ରା କରୁଥିଲା ,ଏବେ ଚୁପ କାହିଁକି ।
୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିର ଏଇ ଡ୍ରାମା ପାଣି ଉଦ୍ଦେଶ୍ୟରେ ନୁହେଁ ରାଜନୌତିକ ଉଦ୍ଦେଶ୍ୟରେ ଥିଲା। ୨୨ ବର୍
Download Argus News App
