ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଭାରି ପଡ଼ିଥିଲେ ଭାରତୀୟ ବୋଲର । ମାତ୍ର ୬୮ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା ପୁରା ଟିମ୍ । ଏହାପରେ ୧୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ମ୍ୟାଚ୍ କୁ ଜିତି ନେଇଥିଲା ଭାରତ । ସେଫାଳୀ ବର୍ମାଙ୍କ ନେତୃତ୍ବରେ ଭାରତ ବିଶ୍ବକପ ଟାଇଟଲ୍ ହାସଲ କରିଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।
ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ଟ୍ରଫି ଜିତିଲା ଭାରତ

ଅର୍ଗସ ବ୍ୟୁରୋ: ଭାରତକୁ ମିଳିଲା ବିଶ୍ୱକପ ଟାଇଟଲ୍ । ଦେଶକୁ ବିଶ୍ୱ ବିଜୟୀ କଲେ UNDER 19 ମହିଳା କ୍ରିକେଟ୍ ଟିମ୍ । ଫାଇନାଲ ମ୍ୟାଚ୍ ରେ ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ଟ୍ରଫି ଜିତିଲା ଭାରତ । ପ୍ରଥମ ଥର ପାଇଁ ବିଶ୍ବ ବିଜୟୀ ହେଲା ମହିଳା ଟିମ୍ । ରବିବାର ଖେଳାଯାଇଥିବା ମ୍ୟାଚ୍ ରେ ଚମତ୍କାର ପ୍ରଦର୍ଶନ କରିଥିଲା ଭାରତ ।
Download Argus News App
