ତେବେ ଇଂଲଣ୍ଡ ଦ୍ଵିତୀୟ ଇଂନିସରେ ୧୩୫ ରନ କରି ଅଲଆଉଟ ହୋଇଛି। ଫଳରେ ଭାରତ ଏକ ଇଂନିସ ଓ୨୫ ରନରେ ଏହି ସିରଜରେ ବିଜୟ ହାସଲ କରିଛି।
ମୋଦି ଷ୍ଟାଡିୟମରେ ଭାରତର ଦମଦାର ବିଜୟ, ସ୍ପିନ ଯୋଡି ସମ୍ମୁଖରେ ହାର ମାନିଲା ଇଂଲଣ୍ଡ

ଅର୍ଗସ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତ ଅତି ସହଜରେ ଇଂଲଣ୍ଡକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିୟନ ସିପ୍ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ପ୍ରଥମ ଇନିସଂରେ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୦୫ ରନରେ ଅଲଆଉଟ ହୋଇଥିଲା । ଜବାବରେ ଭାରତ ୩୬୫ ରନରେ ଅଲଆଉଟ ହୋଇଥିଲା ।
Download Argus News App
