ବାପା ଆତ୍ମହତ୍ୟା ଉଦ୍ୟମକୁ ନେଇ ପ୍ରଶାସନକୁ ଦାୟୀ କଲେ ପୁଅ
ଅର୍ଗସ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଭାରତ ଅତି ସହଜରେ ଇଂଲଣ୍ଡକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିୟନ ସିପ୍ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ପ୍ରଥମ ଇନିସଂରେ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୦୫ ରନରେ ଅଲଆଉଟ ହୋଇଥିଲା । ଜବାବରେ ଭାରତ ୩୬୫ ରନରେ ଅଲଆଉଟ ହୋଇଥିଲା ।
ତେବେ ଇଂଲଣ୍ଡ ଦ୍ଵିତୀୟ ଇଂନିସରେ ୧୩୫ ରନ କରି ଅଲଆଉଟ ହୋଇଛି। ଫଳରେ ଭାରତ ଏକ ଇଂନିସ ଓ୨୫ ରନରେ ଏହି ସିରଜରେ ବିଜୟ ହାସଲ କରିଛି।