ଅର୍ଗସ ନ୍ୟୁଜ: ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଭାରତୀୟ କ୍ରିକେଟର । ଗତକାଲି(ରବିବାର) ଛତିଶଗଡ ରାଜ୍ୟର ବିଜାପୁର ନକ୍ସଲ ଆକ୍ରମଣରେ ପ୍ରାଣ ହାରାଇଥିବା ଭାରତୀୟ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାରତୀୟ କ୍ରିକେଟର ମାନେ ।
Nation bows down to the sacrifice of our bravehearts. Enemy within is as barbaric as enemy outside. Won’t let this sacrifice go in vain. #NaxalAttack — Gautam Gambhir (@GautamGambhir) April 4, 2021
I pay my respects to the courageous soldiers who were martyred in the #NaxalAttack in Chhattisgarh. My deepest condolences to the families 🙏🏻 — Yuvraj Singh (@YUVSTRONG12) April 4, 2021
Heart breaking to hear the news of loss of 22 security personnel and injuries to many in the #NaxalAttack in Sukma in Chhattisgarh. Nation is indebted to the jawans who laid down their lives. Naman to the martyrs. — Virender Sehwag (@virendersehwag) April 4, 2021
Absolutely tragic to hear about the loss of lives of our brave jawans. My condolences to the bereaved families. 🙏 — Virat Kohli (@imVkohli) April 4, 2021
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି , ପୂର୍ବତନ ଦୁଇ ଭାରତୀୟ ଓପନର ବୀରେନ୍ଦ୍ର ସେଭାଗ ଏବଂ ଗୌତମ ଗମ୍ଭୀର, ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଦି ଭାରତୀୟ କ୍ରିକେଟ ନିଜ ଟ୍ୱିଟ ଆକାଉଣ୍ଟରେ ଟ୍ୱିଟ କରି ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ଏହି ଆକ୍ରମଣରେ ଅନେକ ଭାରତୀୟ ଯବାନ ଆହାତ ହୋଇଥିବା ବେଳେ 22 ସହିଦ ହୋଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।