ବାଲେଶ୍ବରରେ ଧୁମ୍ ଧାମରେ ପାଳନ ହୋଇଛି ରାମ ନବମୀ
ଆଇପିଏଲରେ ଆଜି ଦୁଇଟି ମ୍ୟାଚ

ଅର୍ଗସ ବ୍ୟୁରୋ: ଆଇପିଏଲରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମ୍ୟରେ ଖେଳା ଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ପ୍ରଥମ ମ୍ୟାଚର ବିଜେତା ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ରହିବ। ଦୁଇଟି ମ୍ୟାଚ ସଂଘର୍ଷପୂଣ୍ଣ ହେବ ବୋଲି କୁହାଯାଉଛି।
Download Argus News App
