ଅର୍ଗସ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ ..
ଅର୍ଗସ ବ୍ୟୁରୋ: କିମ୍ବଦନ୍ତୀ କ୍ରିକେଟ ପ୍ଲେୟାର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଚଳିତ ଆଇପିଏଲ ସିଜିନ ପାଇଁ ମୁମ୍ବାଇ ଇଣ୍ଡିୟାନ୍ସ ପକ୍ଷରୁ ଖେଳିବେ। 20 ଲକ୍ଷ ଟଙ୍କାରେ ସେ କିଣା ହୋଇଛନ୍ତି।
ସଚିନ ତେନ୍ଦୁଲକର ମଧ୍ୟ ନିଜର ଆଇପିଏଲ କ୍ୟାରିୟରରେ ମୁମ୍ବାଇ ଇଣ୍ଡିୟାନ୍ସ ପକ୍ଷରୁ ଖେଳିଥିଲେ। ସେହିପରି ଚଳିତ ବର୍ଷ ଆଇପିଏଲରେ ଅନେକ ଯୁବ ପ୍ରତିଭାଙ୍କ ଖେଳିବାକୁ ସୁଯୋଗ ମିଳିଛି।