ସୌରଭ ତିୱାରୀ, ଇଶାନ କିଶାନ, ପୀୟୂଷ ଚାୱାଲା, କ୍ରିସ ଲିନ, ନାଥାନ କଲଟର ନାଇଲ ଆଦି ଖେଳାଳି ସେମାନଙ୍କ କ୍ୱାରେଣ୍ଟିନ ଅବଧି ସାରିବା ପରେ ପଡିଆକୁ ଓହ୍ଲାଇ ଅଭ୍ୟାସ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ଆଇପିଏଲ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲସକୁ ହରାଇ ପଂଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିଲା ମୁମ୍ବାଇ । ସେହିପରି ୨୦୧୯ ଏବଂ ୨୦୨୦ ରେ ଟ୍ରଫି ଜିତିଥିବା ମୁମ୍ବାଇ ଚଲିତ ବର୍ଷ ହାଟ୍ରିକ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି । ଅପ୍ରେଲ ୯ ରେ ଆଇପିଏଲ ୨୦୨୧ର ଉଦଘାଟନୀ ମ୍ୟାଚରେ ଆରସିବି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ମୁମ୍ବାଇ ।
ଆଇପିଏଲ ୨୦୨୧: ଚେନ୍ନାଇ ସୁପର କିଙ୍ଗସ ପରେ ପ୍ରଶିକ୍ଷଣ ଆରମ୍ଭ କଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି
ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: କେନ୍ଦୁପତ୍ର ତୋଳିବାକୁ ଯାଇ, ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ଘଟିଛି । ରେଢାଖୋଲ ରେଞ୍ଜ ଡଇଚା ସେକ୍ସନ ଗୋପାଳପୁର ଗାଁର ନନୀ ସାମାରଦା ହାତୀଧରା ସଂରକ୍ଷିତ ଜଙ୍ଗଲ ପାଖକୁ ଆଜି ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ ।
ସେହି ସମୟରେ ଏକ ଦନ୍ତାହାତୀ ତାଙ୍କ ପାଖକୁ ଆସି ଆକ୍ରମଣ କରିଥିଲା । ନନୀ ସମରଦା ପାଟି କରିବାର
Download Argus News App
