ଅଧିକ ଖବର ପଢ଼ନ୍ତୁ: ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ- କେକେଆର ମୁହାଁମୁହିଁ
ସୂଚନାଯୋଗ୍ୟ, ପଞ୍ଜବା କିଙ୍ଗ୍ସର ନିୟମିତ ଅଧିନାୟକ ଶିଖର ଧାଓ୍ବନଙ୍କ କାନ୍ଧରେ ଆହତ ଯୋଗୁ ସେ ଆଜିର ମ୍ୟାଚ ଖେଳି ନ ଥିଲେ। ସାମ କୁରାନ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଇଥିବାବେଳେ ଆରସିବିର ଅଧିନାୟକ ଭାବେ ଆଜିର ମ୍ୟାଚ ବିରାଟ କୋହଲିଙ୍କୁ ଦାୟିତ୍ବ ଦିଆଯାଇଥିଲା।