ଦୁଇ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟିରେ ଲକ୍ଷ୍ନୋ ଏବଂ ୱାସିଙ୍ଗଟନ ସୁନ୍ଦରଙ୍କୁ ୮.୭୫ କୋଟିରେ ହାଇଦ୍ରାବାଦ ଦଳରେ ସାମିଲ ହୋଇଛନ୍ତି। ଇସାନ କିଶନଙ୍କ ଅକ୍ସନ ନିଲାମ ପ୍ରାଇସ ଭାରତୀୟ ଭାବେ ଦ୍ଵିତୀୟ ସର୍ବାଧିକ। ପୂର୍ବରୁ ଯୁବରାଜ ସିଂ ୧୬କୋଟି ଟଙ୍କାରେ ଆଇପିଏଲରେ ନିଲାମ ହୋଇଥିଲେ।
‘ଆଇପିଏଲ୍’ ୨୦୨୨ ଅକ୍ସନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଶିଖର୍ ଧାୱନ୍। ୨୦୨୨ ଆଇପିଏଲ୍ରେ ମୋଟ ୫୯୦ ଖେଳାଳିଙ୍କ ନିଲାମି ହେବ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି ।