ଏହାସହ ଆଗାମୀ ସିରିଜ ନିମନ୍ତେ ମଧ୍ୟ ଫିଟ ରହିବା ସହ ପ୍ରସ୍ତୁତି କରିବାକୁ ସେ ଓହରିଯାଇଥିବା କଥା କହିଛନ୍ତି । ଚଳିତ ବର୍ଷ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବା ନିମନ୍ତେ ଏପ୍ରିଲ ୧ ତାରିଖରୁ ସେ ମୁମ୍ବାଇ ଯାତ୍ରା କରିଥାନ୍ତେ । ପୂର୍ବରୁ ଜୋଶ ଫିଲିଫେ ଏବଂ ମିଚେଲ ମାର୍ସ ଆହତ ହୋଇ ଆଇପିଏଲ ୨୦୨୧ ରୁ ବାଦ ପଡି ସାରିଛନ୍ତି ।