ସେହିପରି ଷ୍ଟୁଆର୍ଟ ବ୍ରଡ, ନାସିର ହୁସେନ, ଇଆନ ୱାର୍ଡ ଆଦି ବିଦେଶୀ କ୍ରିକେଟରଙ୍କୁ ମଧ୍ୟ ଏହି ଚ୍ୟାନେଲ ନିମନ୍ତେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ । ୨୦୧୯ ରେ ଶେଷଥର ପାଇଁ ଦିନେଶ କାର୍ତ୍ତିକ ଭାରତ ପକ୍ଷରୁ ଖେଳିଥିଲେ । ଆଗାମୀ ଆଇପିଏଲ ୧୪ ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଦିନେଶ କାର୍ତ୍ତିକ ଖେଳିବେ ।
ଭାରତ-ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ ଡେବ୍ୟୁ କରିବେ ଦିନେଶ କାର୍ତ୍ତିକ

ଅର୍ଗସ ବ୍ୟୁରୋ: ତାମିଲନାଡୁ ରଣଜୀ ଦଳର ଅଧିନାୟକ ତଥା ଭାରତୀୟ ଦଳର ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ ଡେବ୍ୟୁ କରିବେ । ସ୍କାଏ ସ୍ପୋର୍ଟସ ଚ୍ୟାନେଲରେ ସେ କମେଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି । କାର୍ତ୍ତିକଙ୍କ ସହ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ, ପାର୍ଥିବ ପଟେଲ, ଗୌତମ ଗମ୍ଭୀର, ରବିନ ଉଥାପାଙ୍କ ଭଳି ପୂର୍ବତନ ଖେଳାଳି ଏହି ଚ୍ୟାନେଲ ପାଇଁ କମେଣ୍ଟ୍ରି କରିବେ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
