Players ✔️
12th Man Army ✔️
Let's get the first full squad practice of the season in a packed Chinnaswamy stadium started! 🏏#PlayBold #ನಮ್ಮRCB #IPL2023 pic.twitter.com/XgTurdwhWF — Royal Challengers Bangalore (@RCBTweets) March 26, 2023
ଆଇପିଏଲ ପୂର୍ବରୁ ସେ ତାଙ୍କ ଡାହାଣ ହାତରେ ଏକ ଟାଟୁ କରିଛନ୍ତି। ଏହା ତାଙ୍କ ଶରୀରରେ ୧୨ତମ ଟାଟୁ। ଏହାପୂର୍ବରୁ ତାଙ୍କ ବାମ ହାତ ଏବଂ କାନ୍ଧରେ ଅନେକ ଟାଟୁ ରହିଛି। କୋହଲିଙ୍କ ଏହି ନୂଆ ଫଟୋକୁ ତାଙ୍କ ଟିମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ପକ୍ଷରୁ ଶେୟାର କରାଯାଇଛି।
ଆଇପିଏଲରେ ଆଙ୍କରିଂ କରିବେ ଓଡ଼ିଆ ଝିଅ
ବିରାଟଙ୍କ କ୍ରିକେଟ ଫ୍ୟାନ ମାନେ ତାଙ୍କର ନୂଆ ଟାଟୁକୁ ଖୁବ ପସନ୍ଦ କରିଛନ୍ତି। ଟାଟୁ ସହ ବିରାଟ ନୂଆ ହେୟାର ଷ୍ଟାଇଲ ମଧ୍ୟ କରିଛନ୍ତି। ଫ୍ୟାନ ମାନେ ବିରାଟଙ୍କ ସବୁ ଲୁକ୍ସର ଦିଓ୍ବାନା। ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ପୂର୍ବରୁ ବିରାଟ ଆରସିବିରେ ଯୋଗ ଦେଇଛନ୍ତି।
ଆହୁରି ଅଧିକ ପଢ଼ନ୍ତୁ: ସେଞ୍ଚୁରୀ ମାରିବାପରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ପ୍ରେମ ବର୍ଷା କଲେ କୋହଲି