Naba Das Death Case | 10 ଦିନ ପରେବି ମର୍ଡର ମିଷ୍ଟ୍ରି ଖିଅ ଖୋଲିବାରେ ବିଫଳ କ୍ରାଇମବ୍ରାଞ୍ଚ
ସୁପର ଓଭରରେ ଜିତିଲା କୋଲକତା ନାଇଟ ରାଇଡର୍ସ
ଅର୍ଗସ ବ୍ୟୁରୋ: ସୁପର ଓଭରରେ ଜିତିଲା କୋଲକତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଆଜି ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି। ମ୍ୟାଚ ଟାଇ ହୋଇଥିଲା। କୋଲକାତା ପ୍ରଥମେ ବ୍ୟାଟିଙ୍ଗ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ 164 ରନର ବିଜୟ ଲକ୍ଷ୍ୟ ରଖିଥଲା। ଦଳ 20 ଓଭରରେ 5 ୱିକେଟ ହରାଇ 163 ରନ କରିବାକୁ ସକ୍ଷମ ହୋଇଥିଲା। ସେହିପରି ସନରାଇଜର୍ସ ହାଇଦ୍ରାବାଦ 20 ଓଭରରେ 6 ୱିକେଟ ହରାଇ 163 ରନ କରିପାରିଛି। ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ସନରାଇଜର୍ସ ହାଇଦ୍ରାବାଦ ନିଷ୍ପତ୍ତି ନେଇଥିଲା
Download Argus News App
