ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଆଜି ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ। ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ସନରାଇଜର୍ସ ହାଇଦ୍ରାବାଦ ନିଷ୍ପତ୍ତି ନେଇଥିଲା।
ହାଇଦ୍ରାବାଦ ସମ୍ମୁଖରେ 164 ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଅର୍ଗସ ବ୍ୟୁରୋ: କୋଲକାତା ପ୍ରଥମେ ବ୍ୟାଟିଙ୍ଗ କରି ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ 164 ରନର ବିଜୟ ଲକ୍ଷ୍ୟ ରଖିଛି। ଦଳ 20 ଓଭରରେ 5 ୱିକେଟ ହରାଇ 163 ରନ କରିବାକୁ ସକ୍ଷମ ହୋଇଛି। ହାଇଦ୍ରବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ଦୁଇ ଓପନରଙ୍କୁ ଭଲ ସ୍କୋର କରିବାକୁ ପଡିବ। ସେହିପରି କୋଲକାତାର ବୋଲରଙ୍କୁ ମଧ୍ୟ କମାଲ ଦେଖାଇବାକୁ ପଡିବ। ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ତ୍ଵପୂର୍ଣ୍ଣ।
Download Argus News App
