ଓଡିଶାରୁ ଅନେକ ହକି ତାରକା ବାହାରି ଭାରତ ପାଇଁ ଖେଳି ଅନେକ ସଫଳତା ହାସଲ କରିଛନ୍ତି। ଏହି ଚଳଚ୍ଚିତ୍ର ମଧ୍ୟ ଯୁବ ତାରକାମାନଙ୍କୁ ଏକ ପ୍ରକାର ପ୍ରୋତ୍ସାହନ ଯୋଗାଇବ। ରାଜ କିଶୋର ହୋତା ଏବଂ ମନୀଷ ଭୂଷଣ ମିଶ୍ର ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି।
ଖୁବ ଶୀଘ୍ର ଡିଜନି + ହଟ ଷ୍ଟାରରେ ରିଲିଜ ହେବ ଦି ମାଉଣ୍ଟେନ ହକି

ଅର୍ଗସ ବ୍ୟୁରୋ : ଖୁବ ଶୀଘ୍ର ଓଟିଟି ପ୍ଲାଟଫର୍ମ ଡଜନି+ ହଟ ଷ୍ଟାରରେ ରିଲିଜ ହେବ ହକି ଉପରେ ଆଧାରିତ ଆଗାମୀ ଚଳଚ୍ଚିତ୍ର ଦି ମାଉଣ୍ଟେନ ହକି। ହକି କ୍ରୀଡ଼ାପ୍ରତି ଓଡ଼ିଶା ସରକାରଙ୍କ ସପୋର୍ଟ ପାଇଁ ଏହି ଟିମ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Download Argus News App
