ମୁମ୍ବାଇ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହୋଇଥିବା ବେଳେ, ହାଇଦ୍ରାବାଦ ଦୁଇଟି ମ୍ୟାଚରେ ଦୁଇଟିରେ ପରାସ୍ତ ହୋଇଛି। ହାଇଦ୍ରବାଦ ଏହି ମ୍ୟାଚରେ ବିଜୟ ହୋଇ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଆଦାମ ମିଲନେ, ଜସପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ (ଓ୍ଵିକେଟ କିପର), ମନୀଷ ପାଣ୍ଡେ, ବିରାଟ ସିଂ, ବିଜୟ ଶଙ୍କର, ଅଭିଷେକ ଶର୍ମା, ଅବଦୁଲ ସମାଦ, ରସିଦ ଖାନ, ଭୁବନେଶ୍ୱର କୁମାର, ମୁଜିବ ଉର ରହମାନ, ଖଲିଲ ଅହମ୍ମଦ।