ଦୀପିକାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର।
କିଙ୍ଗସ ଏକାଦଶ ପଞ୍ଜାବ ସମ୍ମୁଖରେ 177 ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଅର୍ଗସ ବ୍ୟୁରୋ: ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ସମ୍ମୁଖରେ 177 ରନର ବିଜୟ ଲକ୍ଷ୍ୟ ରଖିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଙ୍ଗ କରି 20 ଓଭରରେ 6 ୱ୍ଵିକେଟ ହରାଇ 176 ରନ କରିବାକୁ ସମର୍ଥ ହୋଇଛି। ଦଳ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ସର୍ବାଧିକ 53 ରନ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବ, ସେହିପରି ପଂଜାବ ଏହି ମ୍ୟାଚ ଜିତି ନିଜ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବ। ପଂଜାବ ପାଇଁ ଏହି ମ୍ୟାଚ ଗୁରୁତ୍ତ୍ଵପୂର୍ଣ୍ଣ। ତେବେ ଦୁଇ ଦଳ ମଧ୍ୟରେ ରୋମଞ୍ଚକର ମ୍ୟାଚ ଆଜି ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା।
Download Argus News App
