ସେପଟ ବୁଦାପେଷ୍ଟରେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କଲେ ଓଡ଼ିଆ ପୁଅ କିଶୋର ଜେନା। ଜାଭେଲିନ ଥ୍ରୋ ଫାଇନାଲରେ 84.77 ମିଟର ଥ୍ରୋ କରିବା ସହ ପଞ୍ଚମ ସ୍ଥାନରେ ଅଭିଯାନ ସମାପ୍ତ କଲେ କିଶୋର। ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ 84.38 ମିଟର ଥିଲା, ଯାହା ସେ ଚଳିତବର୍ଷ ଜୁଲାଇ ମାସରେ ଶ୍ରୀଲଙ୍କାରେ ହାସଲ କରିଥିଲେ। ଅନ୍ୟ ପକ୍ଷରେ 4*400 ମିଟର ପୁରୁଷ ରିଲେରେ ଫାଇନାଲକୁ ଯାଇଥିବା ଭାରତ ମେଡାଲ ଜିତିବାରୁ ବଞ୍ଚିତ ହୋଇଛି।
ଅଧିକ ପଢ଼ନ୍ତୁ ଖେଳ ଖବର: