ପ୍ରଥମ ଥର ପାାଇଁ ସେ ପାରାଲିମ୍ଫିକ୍ସ ଯାଇଥିବା ବେଳେ ଦେଶକୁ ଗୌରାବନ୍ଵିତ କରିଛନ୍ତି। ୨୧-୧୪, ୨୧-୧୭ରେ ସେ ନିଜର ପ୍ରତିଦ୍ଵନ୍ଦୀକୁ ହରାଇଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି।
ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନରେ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ଓଡିଆ ଭାବରେ ସେ କୌଣସି ଅଲିମ୍ଫିକ୍ସରେ ପଦକ ଜିତିଛନ୍ତି।
ପୂର୍ବରୁ ଭାରତର କୌଣସି ଖେଳାଳି ଅଲିମ୍ପିକ୍ସ ବ୍ୟାଡମିଟନରେ ସ୍ବର୍ଣ୍ଣ ପଦକ ଜିତି ନାହାନ୍ତି। ଏଣୁ ସୁନା ଜିତି ରେକର୍ଡ କରିଛନ୍ତି ପ୍ରମୋଦ। ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇଥିବା ପ୍ରମୋଦ ଆଜି ନିଜ ଜନ୍ମମାଟି ଆଉ ବାପା-ମା’ଙ୍କ ଟେକ ରଖିଛନ୍ତି।
It's official Pramod Bhagat wins first ever GOLD for India in the first ever edition of #ParaBadminton at #Paralympics pic.twitter.com/J4zgwwMmu2 — Doordarshan Sports (@ddsportschannel) September 4, 2021