Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ହୀରାକୁଦ ଡଙ୍ଗା ବୁଡି ଘଟଣାରେ ୮ ମୃତ
କ୍ୟାବ ବୁକ୍ ଅଭିଯୋଗରେ ଯୁଵକକୁ ଗିରଫ
ମୁମ୍ବାଇ: ଵଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ପାଖରୁ କ୍ୟାବ ବୁକ୍ ଅଭିଯୋଗରେ ୨୦ବୟସ୍କ ଯୁଵକକୁ ଗିରଫ କରାଯାଇଛି ମୁମ୍ବାଇ ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଉତ୍ତରପ୍ରଦେଶର ଗାଜିଆବାଦର ୨୦ ବର୍ଷ ବୟସ୍କା ରୋହିତ ଟାୟାଗି ବୋଲି ଜଣାପଡିଛି।ଶୁକ୍ରବାର ଦିନ ପୋଲିସ କହିଛି ଯେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘରୁ କ୍ୟାବ ବୁକିଂ କରି ଜଣେ ୨୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରିଛ
ନିର୍ବାଚନ ପୂର୍ବରୁ ଜମୁଛି ମଦର ଆସର
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଟ୍ବିନସିଟିରେ ଜମୁଛି ମଦର ଆସର । ରାଜଧାନୀରୁ ଧରାହେଲାଣି 688ଲିଟର ବିଦେଶୀ ମଦ ଓ 11,300ଲିଟର ଦେଶୀ ମଦ । ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର । ଭୁବନେଶ୍ବର ଓ କଟକ ରେ ଅପରାଧିକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରିଛି ପୋଲିସ ଭୁବନେଶ୍ୱରରେ ଜାନୁଆରି ମାସରୁ ଏପର୍ଯ୍ୟନ୍ତ 438ଟି NBW ଜାରି କରିଛି ପୋଲିସ | ଏହାସ