ଜନି ବେୟାରଷ୍ଟୋ 63 ରନ କରିଥିବା ବେଳେ, ଓ୍ଵାର୍ଣ୍ଣର 37 ଓ ଓ୍ଵିଲିୟମସନ 16 ରନ କରିଛନ୍ତି। ଆଲେନଙ୍କୁ ଗୋଟିଏ ଓ୍ଵିକେଟ ମିଳିଛି।ପ୍ରଥମ ଇଂନିସରେ ହାଇଦ୍ରାବାଦ ବୋଲରଙ୍କ ଚମତ୍କାର ବୋଲିଙ୍ଗ ବଳରେ ପଂଜାବ 120 ରନରେ ଅଲଆଉଟ ହୋଇ ଯାଇଥିଲା।
ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ, 9 ଓ୍ଵିକେଟରେ ପଂଜାବକୁ ହରାଇଲା ଦଳ
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
