କିଛି ଦିନ ତଳେ ଚେତନଙ୍କ ପିତା କାଞ୍ଜିଭାଇ କରୋନାରେ ଆକ୍ରାନ୍ତ ହୋଇ ଗାନ୍ଧୀ ନଗର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଇପିଏଲ ସ୍ଥଗିତ ହେବା ପରେ ସାକାରିୟା ମଧ୍ୟ ହସ୍ପିଟାଲଙ୍କୁ ଯାଇ ତାଙ୍କ ବାପାଙ୍କୁ ଦେଖା କରିଥିଲେ। କିଛି ମାସ ତଳେ ଚେତନ ସାକାରିୟାଙ୍କ ସାନ ଭାଇ ମୃତ୍ୟୁ ବରଣ କରିଥିଲ॥
କରୋନାରେ ମୃତ୍ୟୁବରଣ କଲେ ଚେତନ ସାକାରିୟାଙ୍କ ପିତା
Download Argus News App
