ପ୍ରଚାର କ୍ଷେତ୍ରରେ ରାଜ୍ୟ ସରକାର ବିଶ୍ବସ୍ତରୀୟ
ରାଜସ୍ଥାନ ରୟାଲ୍ସ କୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅର୍ଗସ ବ୍ୟୁରୋ: ଆଇପିଏଲ ମହାସମର । 23 ତମ ମ୍ୟାଚରେ 46 ରନରେ ରାଜସ୍ଥାନ ରୟାଲସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲସ । ପ୍ରଥମେ ବ୍ୟାଟିଙ୍ଗ କରି ଦିଲ୍ଲୀ କ୍ୟାପିଟାଲସ ନିର୍ଦ୍ଧାରିତ 20 ଓଭରରେ 8 wicket ହରାଇ 184 ରନ ସ୍କୋର କରିଥିଲା । 185 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ 138 ରନରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଁଚିଛି ଦିଲ୍ଲୀ କ୍ୟାପିଟାଲସ ।
ଆସନ୍ତାକାଲି ଚେନ୍ନାଇରେ ୧ ହଜାର ୧୫୨ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଚେନ୍ନାଇରେ ୧ ହଜାର ୧୫୨ଟି ଗୃହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଇଟ୍ ହାଉସ୍ ପ୍ରକଳ୍ପର ଏକ ଅଂଶ ଭାବରେ ଏହି ଗୃହକୁ ନିର୍ମାଣ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧୀନରେ ନିର୍ମାଣ ହୋଇଥିବା ବେଳେ ଏଥିରେ ୧୧୬ କୋଟି ଟଙ୍କା ବ୍ୟୟ କରାଯାଇଛି । ନିର୍ମାଣ କ୍ଷେତ୍ରରେ ଏଥିରେ ନୂତନ ଯୁଗର ଟେକନୋଲୋଜି
Download Argus News App
