ଏହି ପୂର୍ବତନ ସ୍ପିନର ଭାରତ ପକ୍ଷରୁ 31 ଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହା ସହ ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିର ବିଜେତା ମୁମ୍ବାଇ ଦଳର କୋଚ ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ନ୍ୟାସନାଲ କ୍ରିକେଟ ଏକାଡେମୀରେ ବୋଲିଙ୍ଗ କୋଚ ଭାବେ କାର୍ଯ୍ୟ କରିଛନ୍ତି।
ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ
Download Argus News App
