ମହିଳା ମହିଳା ଟି -20 ଚ୍ୟାଲେଞ୍ଜ ପାଇଁ ଓଡ଼ିଶାରୁ 2 ଜଣ ମନୋନୀତ
ଆରପାରିରେ ଏସସିଏ କ୍ୟୁରେଟର ରସିକ ମକୱାନା
ଅର୍ଗସ ବ୍ୟୁରୋ : ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ବରିଷ୍ଠ ପିଚ କ୍ୟୁରେଟର ରସିକ ମକୱାନାଙ୍କ ଆଜି ବିୟୋଗ ହୋଇଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା।
1980 ମସିହାରୁ ସେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ଷ୍ଟାଡିଅମରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଏହା ସହ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ଅନ୍ୟ ଷ୍ଟାଡିଅମ ଗୁଡିକରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ପୁଅ କମଲେଶ ମକୱାନା ମଧ୍ୟ ସୌରାଷ୍ଟ୍ର ପକ୍ଷରୁ ରଣଜୀ ଖେଳିଛନ୍ତି। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ନିରଞ୍ଜନ ସାହା ରସିକ ମକୱାନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଦଶମ ପରେ ନବମ ପରୀକ୍ଷା ଦେଲେନି ୧୪ହଜାର ଛାତ୍ରଛାତ୍ରୀ
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ନବମରେ 5ଲକ୍ଷ 66 ହଜାର 269 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଏନରୋଲଡ଼ କରିଥିବା ବେଳେ 5 ଲକ୍ଷ 51 ହଜାର 334 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ କଣ ପାଇଁ ଅନୁପସ୍ଥିତ ରହିଲେ ତାକୁ ନେଇ ସନ୍ଦେହ ଘେରରେ ଶିକ୍ଷା ବିଭାଗ ।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲ
Download Argus News App
