ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳିକାର ମୃତ୍ୟୁ
ଅର୍ଗସ ବ୍ୟୁରୋ: କୋଲକାତା ନାଇଟ ରାଇଡର୍ସର ବ୍ୟାଟ୍ସମୟାନ ରିଙ୍କୁ ସିଂହ ଚଳିତ ବର୍ଷ ଆଇପିଏଲରୁ ବାଦ ପଡିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ହୋଇଥିବା ହେତୁ ସେ ଚଳିତ ସିଜିନ ଖେଳିବେ ନାହିଁ। ତେବେ ରିଙ୍କୁ ସିଙ୍ଗଙ୍କ ବଦଳରେ ଗୁରକିରାତ ମାନଙ୍କୁ କେକେଆର ଦଳରେ ସାମିଲ କରିଛି।
ରିଙ୍କୁ ସିଂହ 2017ରେ ଆଇପିଏଲ ଡେବ୍ୟୁ କରିଥିଲେ। ସେ ବର୍ତ୍ତମାନ ସୁଦ୍ଧ 11 ଟି ମ୍ୟାଚ ଖେଳିଛନ୍ତି। 2020 ଆଇପିଏଲରେ ଆରସିବି ପାଇଁ ଗୁରକିରାତ ମାନ ଖେଳିଥିଲେ। ବେସ ପ୍ରାଇସ 50 ଲକ୍ଷରେ କେକେଆର ଗୁରକିରାତ ମାନଙ୍କୁ କିଣିଛି।