କିନ୍ତୁ ତାଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ଦିନିକିଆ ଦଳରେ ସାମିଲ କରାଯିବନି ବୋଲି ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।୩୧ ଟେଷ୍ଟ, ୩୦ ଦିନିକିଆ ଓ ୬୬ ଟ୍ୱେଣ୍ଟି-୨୦ ଖେଳିଥିବା ପନ୍ତ ୨ ମ୍ୟାଚ ବିଶିଷ୍ଟ ଟେଷ୍ୱ ଶୃଙ୍ଖଳା ପୂର୍ବରୁ ଦଳରେ ଯୋଗଦେବେ।
ଖେଳ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଖରାପ। ସେ ଆହତ କାରଣରୁ ଅସୁସ୍ଥ ହୋଇପଡିଛନ୍ତି। ତାରକା ଓ୍ୱିକେଟରକ୍ଷକ ବ୍ୟାଟର ଋଷଭ ପନ୍ତ ଆହତ ହୋଇଯାଇଛନ୍ତି। ଡାକ୍ତରୀ ଦଳର ପରାମର୍ଶ ପରେ ସଂପ୍ରତି ପନ୍ତଙ୍କୁ ଦିନିକିଆ ଦଳରୁ ରିଲିଜ କରାଯାଇଛି।ଆହତ ଯୋଗୁଁ ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି।ଡିସେମ୍ୱର ୧୪ରୁ ଚିଟ୍ଟୋଗ୍ରାମରେ ପ୍ରଥମ ଟେଷ୍ଟ ଖେଳାଯିବ।