ତେବେ ଏହି ମ୍ୟାଚ ଜିତି ନିଜର ପଏଣ୍ଟ ଟେବୁଲରେ ଦୁଇ ଅଙ୍କ ଯୋଡିବାକୁ ଦୁଇ ଦଳ ଚେଷ୍ଟା କରିବେ। ଗୋଟେ ପଟେ ଅନୁଭବୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଥିବା ବେଳେ ଅନ୍ୟଟିରେ ଯୁବ ଅଧିନାୟକ ସଞ୍ଜୁ ସାମସନ ଅଛନ୍ତି।
ଟସ ଜିତି ପ୍ରଥମେ ବୋଲିଙ୍ଗ କରିବ ରାଜସ୍ଥାନ ରୟାଲସ
ଅର୍ଗସ ବ୍ୟୁରୋ: ଆଇପିଏଲ 2021ର 12ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଆଜି ମୁକାବିଲା ଦେଖିବାକୁ ମିଳିବ। ଟସ ଜିତି ରାଜସ୍ଥାନ ରୟାଲସ ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ଅନ୍ୟଟିରେ ପରାଜୟ ହୋଇଛନ୍ତି।
Download Argus News App
