ଗିଲ ଜାନୁୟାରୀ ମାସରେ ୩ଟି ଶତକ ସହ ମୋଟ ୫୬୭ ରନ କରିଥିଲେ। ହାଇଦ୍ରାବାଦଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଦ୍ବିଶତକ ହାସଲ କରିଥିଲେ। ମାତ୍ର ୧୪୯ଟି ବଲରେ ସେ ୨୦୮ ରନ କରିଥିଲେ। ଏହାପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ୧୧୬ ରନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୧୨ ରନ କରିଥିଲେ।
ଆନ୍ତର୍ଜାତୀୟ କ୍ରିକେଟରେ ଶୁଭମନ ଗିଲ ଶ୍ରେଷ୍ଠ ଖେଳାଳି
Download Argus News App
